ନ୍ୟୁଜ୍

PM Modi Meets Wang Yi: ଚୀନର ବୈଦେଶିକ ମନ୍ତ୍ରୀ ୱାଙ୍ଗ ୟି ଭାରତ ଗସ୍ତରେ ଅଛନ୍ତି। ସେ ତିନି ବର୍ଷ ପରେ ଭାରତ ଆସିଛନ୍ତି। ତାଙ୍କ ଗସ୍ତ ସମୟରେ ୱାଙ୍ଗ ୟି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ...